ମୂଳେଇବା
ଦେଖଣା
ମୂଳେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୂଳ ଶଦ୍ଦକୁ ଓଡ଼ିଆ କ୍ରିୟା)
[ସମ୍ପାଦନା]ବୃକ୍ଷ ଆଦିକୁ ମୂଳରୁ ଛେଦିବା —To cut a tree at the ground level.
ମୂଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୂଳେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୂଶପୋଛା କରିବା; ମୁଳରୁ ପୋଛି କରି କାଟି ଦେବା —୧. To cut a tree at the root or at the leavel of the ground.
- ୨. ମୀଳୋଚ୍ଛେଦ କରିବା; ମୂଳ ଉପାଡ଼ିବା — ୨. To cradicate; to uproot.