Jump to content

ମୂଳୋଚ୍ଛେଦ

ଉଇକିଅଭିଧାନ‌ରୁ

ମୂଳୋଚ୍ଛେଦ

ଉଚ୍ଚାରଣ

[ସମ୍ପାଦନା]

(ମୂଳୋଚ୍ଛେଦନ—ଅନ୍ୟରୂପ)

[ମୂଳୋଚ୍ଛେଦକ, ମୂଳୋଚ୍ଛିନ୍ନ—ବିଣ]

ସଂସ୍କୃତ - ବିଶେଷ୍ୟ - (ମୂଳ+ଉଚ୍ଛେଦ; ୬ଷ୍ଠା ତତ୍)

[ସମ୍ପାଦନା]
୧. ମୂଳ ହାଣିବା, ମୂଳଚ୍ଛେଦ —୧. Cutting of the root.
୨. (ଲକ୍ଷଣାର୍ଥ) ସମୁଳ ବିନାଶ — ୨. (figurative) Eradication.