Jump to content

ମୂଳୋତ୍ଖାତ

ଉଇକିଅଭିଧାନ‌ରୁ

ମୂଳୋତ୍ଖାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ (ମୂଳ+ଉତ୍ଖାତ; ୫ମୀ ତତ୍)

[ସମ୍ପାଦନା]
୧. ମୂଳୋ— ତ୍ପାଟିତ —୧. Eradicated.
୨. ନିର୍ମୂଳୀ— କୃତ —୨. Uprooted.
୩. (ଲକ୍ଷଣାର୍ଥ) ସମୂଳ ବିନିଷ୍ଟ —୩. (figurative) Extirpated.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୂଳୋତ୍ପାଟନ (ଦେଖ) - —Mūḻotpātana (See)