Jump to content

ମୂଳ କଥା

ଉଇକିଅଭିଧାନ‌ରୁ

ମୂଳ କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅସଲ କଥା —୧. The original matter.

(ଉ—ମୂଳ କଥା ଏହି, ସେ ଦୁଃଖରେ ପଡିଗଲା ରାଧାନାଥ. ବିବେକୀ )

୨. ଆଦ୍ୟ କଥା; ପ୍ରଥମ ବିଷୟ —୨. The first thing; the primary thing.
୩. ପ୍ରଧାନ କଥା — ୩. Chief matter.
୪. ସଂକଳ୍ପିତ କଥା —୪. A matter resolved upon or settled.
୫. ମୂଳ କାରଣରୂପକ ବିଷୟ —୫. The radical thing; the root cause.
୬. ମୂଳ ଗ୍ରନ୍ଥରେ ଥିବା ବିଷୟ — ୬. The matter as it appears in the original text.