Jump to content

ମୂଳ କରିବା

ଉଇକିଅଭିଧାନ‌ରୁ

ମୂଳ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମୂଳ)

[ସମ୍ପାଦନା]
୧. ସ୍ଥିର କରିବା; ଥୟ କରିବା —୧. To settle; to ascertain.

(ଉ—ସନ୍ୟାସ କରିଯିବା କଥାଟି ମୂଳ କଲେ କୃଷ୍ଣସିଂହ. ମହାଭାରତ. ଆଦି)

୨. କୌଣସି କାର୍ଯ୍ୟ କରିବା ନିମନ୍ତେ କୃତସଂକଳ୍ପ ହେବା —୨. To determine or resolve upon doing a thing.
୩. ପ୍ରଧାନ ଆଶ୍ରୟରୂପେ ଅବଲମ୍ୱନ କରିବା —୩. To depend primarily upon.
୪. (ଗଣିତ) ସମସ୍ୟା ସାଧନ କରିବା ପାଇଁ କୌଣସି ମୂଳ ରାଶିକୁ ପିଣ୍ଡ ରୂପେ ଥାପିବା —୪. (Mathematics) To put a certain number as a root to start from in order to solve mathematical problem.