Jump to content

ମୂଳ କର୍ମ

ଉଇକିଅଭିଧାନ‌ରୁ

ମୂଳ କର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂଳକର୍ମନ୍; ମୂଳ—ଚେର ମୂଳିଦ୍ୱାରା କରାଯିବା କର୍ମ; ମଧ୍ୟପଦଲୋପୀ କର୍ମ;)

[ସମ୍ପାଦନା]
୧. ଓଷଧି ଆଦି ମୂଳ ପ୍ରୟୋଗଦ୍ୱାରା କରାଯିବା ଭୌତିକ କ୍ରିୟା ବା ଅଭିଚାର (ଯଥା—ସ୍ତମ୍ଭନ, ମୋହନ, ବଶୀକରଣ,
ଉଚ୍ଚାଟନ) (ମନୁ. ୧୧/୬୪: ) —୧. Magical effect produced on people by the application of various roots.
୨. ମନ୍ତ୍ରାଦିଦ୍ୱାରା ବଂଶୀକରଣ — ୨. Charming a person by incantatious. or mystc formulae.
୩. ଉପାପତକ ବିଶେଷ୍ୟ — ୩. Name of a minor sin.