Jump to content

ମୂଳ କାଟ

ଉଇକିଅଭିଧାନ‌ରୁ

ମୂଳ କାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂଳ କର୍ତ୍ତନ)

[ସମ୍ପାଦନା]
୧. ଗଛର ମୂଳର ଛେଦନ — ୧. Cutting of the root of a plant or tree.
୨. ଭୂଇଁ ସମାନାରୁ ଗଛର ମୂଳା କାଟି ଦେବା; ମୂଳା ପୋଛ —୨. Cutting a tree in such a manner as not to leave any stump outstanding; cutting a tree from the ground level.
୩. (ଲକ୍ଷଣାର୍ଥ) ସମୂଳ ଉଚ୍ଛେଦ —୩. (figuarative) Eradication; extinction.