ମୂଳ କୃଚ୍ଛ
ଏକାଦଶବିଧ ପର୍ଣ୍ଣକୃଚ୍ଛ୍ର ବ୍ରତାନ୍ତଗର୍ତ ବ୍ରତବିଶେଷ A sort of penance performed by subsisting on esculent roots for a certain peroid.
[ଦ୍ରଷ୍ଟବ୍ୟ —ଏ ବ୍ରତରେ କେବଳ ମୂଳ ଭକ୍ଷଣ କରି ବା ମୂଳକ ଦ୍ରବ୍ୟର ରସ ପାନ କରି ନିର୍ଦ୍ଧିଷ୍ଟ ଦିନ ବ୍ରତ ପାଳନ କରାଯାଏ—ମିତକ୍ଷରା ]