Jump to content

ମୂଳ ଖନକ

ଉଇକିଅଭିଧାନ‌ରୁ

ମୂଳ ଖନକ

ଉଚ୍ଚାରଣ

[ସମ୍ପାଦନା]
(ମୂଳଖନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ବୃକ୍ଷାଦିର ମୂଳ ଖୋଜେ — ୧. Digger of roots.
୨. ବର୍ଣ୍ଣ— ସଙ୍କର ଜାତିବିଶେଷ (ବିଶ୍ୱକୋଷ) — ୨. Name of a mixed caste.

[ଦ୍ରଷ୍ଟବ୍ୟ —ଏମାନେ ବୃକ୍ଷମୂଳ ଖୋଳି ଜୀବିକା ନିର୍ବାହ କରନ୍ତି ]