Jump to content

ମୂଳ ତ୍ରିକୋଣ

ଉଇକିଅଭିଧାନ‌ରୁ

ମୂଳ ତ୍ରିକୋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଜ୍ୟୋତିଷ) ରବି ପ୍ରଭୃତି ପ୍ରତ୍ୟେକ ଗ୍ରହର ରାଶିରୂପେ ସ୍ୱଗୃହ (ଯଥା—ରବିର ସିଂହ, ଚନ୍ଦ୍ରର ବୃଷ, ମଙ୍ଗଳର ମେଷ, ବୁଧର କନ୍ୟା, ଗୁରୁର ଧନୁ, ଶୁକ୍ରର ତୁଳ, ଶନିର କୁମ୍ଭ ଇତ୍ୟାଦି) —୧. (Astrology) The particular mansion of each planet in the particular sign of the Zodiac.
୨. (ତନ୍ତ୍ର) ମୂଲାଧାର (ଦେଖ) - —Mūḻādhāra (See)