Jump to content

ମୂଳ ନୀତି

ଉଇକିଅଭିଧାନ‌ରୁ

ମୂଳ ନୀତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଦି ମତ —୧. The original or primary principle or opinoin.
୨. ମୌଳିକ ନୀତି; ଯେଉଁ ପ୍ରଧାନ ନୀତି ଅବଲମ୍ୱନ କରି କୌଣସି କାର୍ଯ୍ୟ କରାଯାଏ —୨. The primary policy or principle governing an act.