Jump to content

ମୂଳ ପୋତୀ

ଉଇକିଅଭିଧାନ‌ରୁ

ମୂଳ ପୋତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(କ୍ଷୁଦ୍ରବଲ୍ଲୀ, ଶାକଟପୋତିକା,କ୍ଷୁଦ୍ର ପୋତିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଣ ପୋଇ —A kind of wild pot herb; Basella Rubra.

[ଦ୍ରଷ୍ଟବ୍ୟ —ଏହାର ଖାଡ଼ି ନାଲ ବୈଦେକ ମତରେ ଏହା ତ୍ରିଦୋଷଘ୍ନ, ବୃଷ୍ୟ,ବଳକର,ଲଘୁ, ରୁଚିକର ଓଜଠରାନଳ ଦୀପନ ରାଜ ନିର୍ଘଣ୍ଟ ]