Jump to content

ମୂଳ ବିଭୁଜ

ଉଇକିଅଭିଧାନ‌ରୁ

ମୂଳ ବିଭୁଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୂଳ+ବି+ଭୁଜ ଧାତୁ ଅ)

[ସମ୍ପାଦନା]
୧. ଗାଡ଼ି — ୧. Cart; carriage.
୨. ରଥ — ୨. Car.
୩. ଚେରମୂଳବିକ୍ରୟକାରୀ ବ୍ୟକ୍ତି — ୩. Seller of bulbs and roots.
୪. ଯେଉଁ— ମାନେ ଗଛର ମୂଳକୁ ବଙ୍କାଇ କରି ବାଡ଼ି ତିଆରି କରନ୍ତି (ବିଶ୍ୱକୋଷ) —୪. Persons who make sticks by bending roots.