Jump to content

ମୂଳ ମନ୍ତ୍ର

ଉଇକିଅଭିଧାନ‌ରୁ

ମୂଳ ମନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବତାଙ୍କ ପୂଜାରେ ବ୍ୟବହୃତ ମନ୍ତ୍ରର ବୀଜମନ୍ତ୍ର (ଯଥା—'ଓ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ... ଇତ୍ୟାଦି' ମନ୍ତ୍ରରେ 'କ୍ଳୀଂ'ମୂଳମନ୍ତ୍ର ଅଟେ ) —୧. The mystic syllable used at the beginning of a mantra for worshipping a deity.
୨. ଇଷ୍ଟମନ୍ତ୍ର; ଇଷ୍ଟ ଦେବତାରାଧନର ମନ୍ତ୍ର —୨. The mystic formula used in worshipping one's particular deity.
(ଲକ୍ଷଣାର୍ଥ) ପ୍ରଧାନ ସଂକଳ୍ପ ବା ଉଦ୍ଦେଶ୍ୟ —୩. (figurative) The primary or main aim.