Jump to content

ମୂଳ ମେଢ଼ି

ଉଇକିଅଭିଧାନ‌ରୁ

ମୂଳ ମେଢ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂଳ+ମେଧି)

[ସମ୍ପାଦନା]
୧. ବଙ୍ଗକାର ମେଢ଼ି ପାଖେ ପୋଚା ହୋଇଥିବା ବଳଦ; ମେରିଆ — ୧. The first bullock tethered to the center post during threshing.
୨. (ଲକ୍ଷଣାର୍ଥ) ବଂଶର ମୁଖ୍ୟ ବ୍ୟକ୍ତି ବା କର୍ତ୍ତା —୨. (figurative) The head of a family.