ମୂଳ ଶାକଟ
(ମୂଳଶାକିନ—ଅନ୍ୟରୂପ)
ଯେଉଁ କ୍ଷେତ୍ର ମୂଳା ଆଦି ମୂଳଯୁକ୍ତ ଫସଲ କରିବା ପାଇଁ ଉପଯୋଗୀ — A field fit for growing esculent roots in (i.e. radish, arum, potato, yam etc).