ମୂଶାଫେରି
ଦେଖଣା
ମୂଶାଫେରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୂଶାଫେରି
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମୁସାଫୀର୍)
[ସମ୍ପାଦନା]- ୧. ପାନ୍ଥ; ପଥିକ; ବାଟୋଇ —୧. Traveller; way-farer.
- ୨. ପ୍ରବାସୀ —୨. A sojourner; a stranger.
- ୩. (ଆରବୀ - ମୁସାଫିରୀ) ଭ୍ରମଣ — ୩. Travel.
[ଉ—ସେ କେବଳ ମୁସାଫେରି, ସକାଶେ ଫେରି ଆସି ଅଛନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ ]
- ୪. ପ୍ରବାସ; ବିଦେଶ ବାସ — ୪. Sojourn.
- ୫. ମୁସଲମାନ୍ ସାଧୁ ବା ଫକୀର — ୫. A Mahomedan mendicant.