Jump to content

ମୂଷକ କଣ୍ଣୀ

ଉଇକିଅଭିଧାନ‌ରୁ

ମୂଷକ କଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୂଷାକାନି ନାମକ ବର୍ଷାୟୁଃ ଭାସମାନ ଜଳଜ ଶାକ — An aquatic Weed; Salvinia Cucullata; Ipomoea Reniformis.


ଅନୁବାଦ

[ସମ୍ପାଦନା]

ମୂଷା(ଷ,ଷୀ) କର୍ଣ୍ଣୀ, ମୂଷିକ(ପ)ର୍ଣ୍ଣିକା, ମୂଷି ତ୍ରିକା, ମୂଷକ(କୁ)ମାରୀ, ମୂଷିକା ହୟା, ମୂଷିକା—ଅନ୍ୟରୂପ

[ଦ୍ରଷ୍ଟବ୍ୟ —ଏହାର ପତ୍ରମାନ ମୂଷାକାନ ପରି କ୍ଷୁଦ୍ର ପାତ୍ରାକୃତି ଓ ପତ୍ର ପୁଞ୍ଜ ବାଳ ପରି ପୁଳାଏ ଅତି କୋମଳ ଚେର ସହିତ ଲାଗି ପାଣିରେ ଭାସୁ— ଥାଏ ବୈଦ୍ୟକ ମତରେ ଏହା କଟୁତିକ୍ତ, କଷାୟ, ଶୀତବୀର୍ଯ୍ୟ, ଲଘୁ ଓ କଟୁ ବିପାକ ଏହା ମୂତ୍ର, କଫ ଓ କୃମିରୋଗନାଶକ ]