Jump to content

ମୂଷବ୍ୱର

ଉଇକିଅଭିଧାନ‌ରୁ

ମୂଷବ୍ୱର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁସବର)

[ସମ୍ପାଦନା]

ଔଷଧରେ ବ୍ୟବହୃତ ଘୃତକୁମାରୀ ଗୁଳ୍ମର ଶୁଷ୍କୀକୃତ ରସ — The dried juice of Indian aloe used in medicine.

[ଦ୍ରଷ୍ଟବ୍ୟ —ଏହା ଅଗ୍ନିବର୍ଦ୍ଧକ; ପିତିତନିଃସାରକ, ବଳକର, ବିରେଚକ, ରଜଃପ୍ରର୍ବତ୍ତକ, ଗର୍ଭପାତକ, ମଳରୋଧକ, କୃମି, ସନ୍ୟାସ, ଅପସ୍ମାର, ରଜୋଲୋପ, ଶୀତପିତ୍ତ, ଶିରେରୋଗ, ଶ୍ଳେଷ୍ମଜ୍ୱର, ପ୍ଳୀହା ଓ ଅଗ୍ନିମାନ୍ଦ୍ୟ ରୋଗରେ ଉପକାରକ ଅଶୋରୋଗୀ, ଗର୍ଭବତୀ, ଋତୀମତୀ ଓ ରକ୍ତପ୍ରଦରାକ୍ରାନ୍ତ ସ୍ତ୍ରୀ— ମାନଙ୍କ ପକ୍ଷରେ ଏହାର ସେବନ ନିଷିଦ୍ଧ; ଏହାକୁ ଘୋରି ଉଷୁମ କରି ଫୁଲାରେ ଲଗାଇଲେ ଫୁଲା କମେ ]