ମୂଷଳ ଧାରା
ମୁଷଳ ପରି ଘନବୃଷ୍ଟି ଧାରା; ଦୁମୁକାଣି — Big drop of rain; a heavy downpour; raining cats and dogs.
[ଉ—ଶୁଣି ସେ ସମୟରେ ତୁମ୍ଭେ ଘନରୂପେ, ମୁଷଳ ଧାରା ପରି ବର୍ଷଜଳ ଆପେ କୃଷ୍ଣସିଂହ. ମହାଭାରତ. ବନ ]