ମୂଷାକାନି
ଦେଖଣା
ମୂଷାକାନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମୂଷାକାନିଆ (ଆଁ)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମୂଷାକାନି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ମୂଷିକକର୍ଣ୍ଣୀ) ମୂଷିକକର୍ଣ୍ଣ (ଦେଖ) - ୧. Mūshika karṇṇi (See)
- ୨. (ସଂସ୍କୃତ - ମୂଷିକାରି)—କଙ୍କଣଦେଶଜ ଏକପ୍ରକାର ଗୁଳ୍ମ — ୨. Name of medicinal plant of west India.
[ଦ୍ରଷ୍ଟବ୍ୟ — ଏହା କଟୁତସବିଶିଷ୍ଟ; ମୂଷା କାମୁଡ଼ିବାର ବିଷମନାଷକ ଏବଂ ବ୍ରଣ ଓ ନେତ୍ରରୋଗରେ ଅତ୍ୟନ୍ତ ଉପକାରୀ]
- ୩. ଏକଜାତୀୟ କ୍ଷୁଦ୍ର ବନ୍ୟ ଲତା — ୩. A kind of small wild creeper.
[ଦ୍ରଷ୍ଟବ୍ୟ — ଏହା ବାଡ଼ରେ ଓ ପଡ଼ିଆରେ ଜନ୍ମେ ରୋରୁ ଜଗୁଆଳ ପିଲାମାନେ ଓ ଛୋଟ ବାଳକ ବାଳିକାମାନେ ଖଇର ସଙ୍ଗେ ଏହାକୁ ଚୋବାଇ ପାନ ଖାଇଲା ଭଲି ପାଟି ନାଲି କରନ୍ତି ]