Jump to content

ମୂଷି

ଉଇକିଅଭିଧାନ‌ରୁ

ମୂଷି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ମୂଷିକ)ଛୋଟ ମୂଷା —୧. A small mouse.

[ଉ—ଟୁକୁ ମୂଷି ରେ! ଟୁକେଇ ମୂଷି ! ଧାନ ଭରଣକ ଖାଉଥା ବସି ତୁ ଥା ମୁଁ ଯାଉଛି ଋଷି ଶିଶୁ— ଗୀତ ]

୨. ଛୋଟ ଛୋଟ ଅଙ୍ଗାର —୨. Small bits of charcoal.