Jump to content

ମୂଷ୍ୟାୟଣ

ଉଇକିଅଭିଧାନ‌ରୁ

ମୂଷ୍ୟାୟଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ସଂସ୍କୃତ - ଅମୂଷ୍ୟାୟଣର 'ଅ' ଲୋପ)

[ସମ୍ପାଦନା]
୧. ଅଜ୍ଞାତପିତୃକ; ଅନିର୍ଦିଷ୍ଟପିତୃକ —୧. Born of unknown parents.
୨. ଗୁଢ଼ୋତ୍ପନ୍ନ —୨. Of concealed birth.
୩. ଜାରଜ; ବେଧ ପିଲା — ୩. Bastard.