Jump to content

ମୂହଁ ମାରିବା

ଉଇକିଅଭିଧାନ‌ରୁ

ମୂହଁ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସିଠାରେ ବା କୌଣସି ଲୋକକୁ ଦେଖାଦେଇ ଅଳ୍ପ ସମୟ ରହି ଚାଲିଯିବା ୨ (ପଶୁ— ମାନ) ଖାଇବାପାଇଁ କୌଣସି ପଦାର୍ଥରେ ମୂହଁ ଲଗାଇବା (ଅଥଚ ନ ଖାଇବା)