ମୃଗ
ଦେଖଣା
ମୃଗ
ଉଚ୍ଚାରଣ
[ସମ୍ପାଦନା](ମୃଗୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମୃଗ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ମିରିଗ; କୁରଙ୍ଗ; ହରିଣ ୧. Deer.
[ ଦ୍ର—ମୃଗର ଅନ୍ୟ ସଂସ୍କୃତ ନାମ, ଯଥା—ଅଜିନଯୋନି, ଋଶ୍ୟ (ଷ୍ୟ), ରିଷ୍ୟ (ଶ୍ୟ), ଏଣ, ଏଣକ, କୁରଗ, କୁରଙ୍ଗ, କରୁଙ୍ଗମ, ଚାରୁଲୋଚନ, ଜିନଯୋନି, ବାତାୟୁ, ଶାରଙ୍ଗ]
- ୨. ପଶୁ — ୨. Beast.
[ଉ—ଏ ମୃଗ କାନନ ଗୋଚର, ପଙ୍କେ ଦୂଷିତ ଓ ଶୂକର ଜହନ୍ନାଥ. ଭାଗବତ]
- ୩. ଜନ୍ତୁ ମାତ୍ର —୩. An animal in general.
- ୪. (+ଭାବ. ଅ) ଅନ୍ୱେଷଣ —୪. Searching.
- ୫. ତତ୍ତ୍ୱାନୁସନ୍ଧାନ —୫. Investigation.
- ୬. ପ୍ରାର୍ଥନା; ଯାଚ୍ଞ୍ଜା; ଭିକ୍ଷା —୬. Begging; soliciting.
- ୭. କପାଳରେ ଶୁଭ୍ର ଚିହ୍ନଯୁକ୍ତ ହସ୍ତୀ —୭. An elephant with white spots on the brow.
- ୮. ବୈଷ୍ଣବମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା) —୮. A kind of sectarian mark with sandal and other pastes on the head.
- ୯. ମକର ରାଶି —୯. The sign of capricorn of the zodiac.
- ୧. ମୃଗଶିରା ନକ୍ଷତ୍ର —୧୦. The ୪th lunar constellation in Hindu astronomy.
- ୧୧. ମାର୍ଗଶୀର୍ଷ ମାସ —୧୧. The lunar month of Mārgaṡīrsha.
- ୧୨. ଯଜ୍ଞବିଶେଷ — ୧୨. Name of a Vedic sacrifice.
- ୧୩. ମୃଗନାଭି; କସ୍ତୂରୀ —୧୩. Musk.
- ୧୪. ଶୀକାର; ମୃଗୟା —୧୪. Hunting.
- ୧୫. ବିନ୍ଦୁ ଶାସ୍ତ୍ର ବର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି —୧୫. One of the four classes of men classified in Hindu Ṡāstras.
[ଦ୍ରଷ୍ଟବ୍ୟ —ଏମାନେ ମିଷ୍ଟଭାଷୀ, ଦୀର୍ଘନେତ୍ର, ଅତିଭୀରୁ, ଚପଳମତି, ସୁଦେହ ଓ ଶୀଘ୍ର ବେଗ; ପଦ୍ମିନୀ ଜାତୀୟା ସ୍ତ୍ରୀ ଏ ଜାତୀୟ ପୁରୁଷର ଉପଯୁକ୍ତା ସ୍ତ୍ରୀ ଅଟନ୍ତି]