Jump to content

ମୃଗମାନ

ଉଇକିଅଭିଧାନ‌ରୁ

ମୃଗମାନ

ଉଚ୍ଚାରଣ

[ସମ୍ପାଦନା]
(ମୃଗମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୃଗଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଅନ୍ୱେଷଣ କରୁଥିବା —୧. Searching.
୨. ଶୀକାର ପଛରେ ଗୋଡ଼ାଇଥିବା —୨. Chasing or pursuing a prey.