Jump to content

ମୃଗଶିରା

ଉଇକିଅଭିଧାନ‌ରୁ

ମୃଗଶିରା

ଉଚ୍ଚାରଣ

[ସମ୍ପାଦନା]

[ମୃଗଶୀର୍ଷ(ର୍ଷା)—ଅନ୍ୟରୂପ]

ସଂସ୍କୃତ - ବି—(ମୃଗ+ଶିରସ୍)

[ସମ୍ପାଦନା]
୧. (ବହୁବ୍ରୀହି) ଜ୍ୟୋତିଷୋକ୍ତ ସପ୍ତବିଂଶତି ନକ୍ଷତ୍ର ମଧ୍ୟରୁ ୫ମ ନକ୍ଷତ୍ର —The ୫th of the lunar mansions resembling the figure of a deer's head, including the constellation onion.

[ ଦ୍ର—ଏହାର ଆକାର ମୃଗର ମସ୍ତକ ବା ବିଡ଼ାଳପାଦ ପରି ଏହି ନକ୍ଷତ୍ରରେ ଜାତ ବ୍ୟକ୍ତି ଶରାସନାଭ୍ୟାସରତ,ବିନୀତ, ଗୁଣିକ, ଗୁଣରେ ଅନୁରକ୍ତ, ଭକ୍ତ, ସ୍ନେହୀ ଓ ସନ୍ମାର୍ଗଗାମୀ ହୁଅନ୍ତି ନକ୍ଷତ୍ର ତଳେ ଟୀକା ଦେଖ] ===

୨. (୬ଷ୍ଠୀ ତତ୍) ମୃଗର ମୁଣ୍ଡ —୨. The head of a deer.