ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]
- ୧. ମିରିଗ ଶିରା —୧. Deer's horn; hartshorn.
- ୨. ବାରାଶିଙ୍ଘା ହରିଣର ଶୃଙ୍ଗ —୨. The horn of Cervus. Invenceli (deer).
[ ଦ୍ର—ମୃଗଶିଙ୍ଗର ପ୍ରାୟ ୫/୮: ଅଂଶ ଭସ୍ମ ଓ ଏହି ଭସ୍ମର ଅଧିକାଂଶ କାଲ୍ସିଅମଫସ୍ପେଟ୍ (Calcium phosphate) ଅଟେ ]