Jump to content

ମୃଗା

ଉଇକିଅଭିଧାନ‌ରୁ

ମୃଗା

ଉଚ୍ଚାରଣ

[ସମ୍ପାଦନା]

ମୃଗାଦନୀ, ମୃଦାକ୍ଷୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସହଦେବୀ ଲତା —Echites Frutesceus (creeper).

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ମୃଗୀରୋଗ; ଅପସ୍ମାର ବାତ —Epilepsy.