Jump to content

ମୃଗାକ୍ଷୀ

ଉଇକିଅଭିଧାନ‌ରୁ

ମୃଗାକ୍ଷୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମୃଗ=ହରିଣର ଅକ୍ଷି ପରି ଅକ୍ଷି=ଆଖି ଯାହାର =ମୃଗାକ୍ଷ+ସ୍ତ୍ରୀ. ଈ; ବହୁବ୍ରୀହି)

[ସମ୍ପାଦନା]

ମୃଗନୟନା (ଦେଖ) - —Mṛuga nayanā (See);

=== ସଂସ୍କୃତ - ବିଶେଷ୍ୟ -

ମୃଗାଦନୀ (ଦେଖ) - —Mṛugādanī (See)