Jump to content

ମୃଗାଙ୍କ

ଉଇକିଅଭିଧାନ‌ରୁ

ମୃଗାଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ଚନ୍ଦ୍ର —୧. The moon.
୨. ବାୟୁ —୨. The air; wind.
୩. କର୍ପୂର —୩. Camphor.
୪. (୬ଷ୍ଠୀ ତତ୍) ଚନ୍ଦ୍ରଦେହରେ ମୃଗ ଆକାରର କଳଙ୍କ —୪. The dark spots in the moon imagined to have the shape of a deer.
୫. (ବୈଦ୍ୟକ) ଯକ୍ଷ୍ମାରୋଗର ଔଷଧ ବିଶେଷର ନାମ —୫. Name of a medicinal preparation for asthma.