Jump to content

ମୃଗାଜୀବ

ଉଇକିଅଭିଧାନ‌ରୁ

ମୃଗାଜୀବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଗ ଅଟେ ଆଜୀବ=ଜୀବିକା ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ହେଟା; ଗଧିଆ —୧. A hyena.
୨. ବ୍ୟାଧ —୨. A hunter.