Jump to content

ମୃଗାଦ

ଉଇକିଅଭିଧାନ‌ରୁ

ମୃଗାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୃଗ+ଅଦ୍ ଧାତୁ=ଭକ୍ଷଣ କରିବା+ କର୍ତ୍ତୃ. କ୍ୱିପ୍; ଅ)

[ସମ୍ପାଦନା]

ବାଘ; ବ୍ୟାଘ୍ର —Tiger.