Jump to content

ମୃଗାଦନ

ଉଇକିଅଭିଧାନ‌ରୁ

ମୃଗାଦନ

ଉଚ୍ଚାରଣ

[ସମ୍ପାଦନା]
(ମୃଗାଦନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୃଗ+ଅଦ୍ ଧାତୁ=ଖାଇବା+କର୍ତ୍ତୃ. ଅନ)

[ସମ୍ପାଦନା]
୧. କ୍ଷୁଦ୍ର ବ୍ୟାଘ୍ର; ଚିତାବାଘ —୧. Leopard; panther.
୨. ହେଟା; ତରକ୍ଷୁ; ଗଧିଆ —୨. Hyena; wolf.

[ଦ୍ରଷ୍ଟବ୍ୟ —ଏହାର ଦେହ ପାଣ୍ଡୂର ଓ କୃଷ୍ଣ ରେଖାଙ୍କିତ ଏହା ଦେଖିବାକୁ ବଡ଼ କୁକୁର ପରି ]