ମୃଗାରି
ଦେଖଣା
ମୃଗାରି
ଉଚ୍ଚାରଣ
[ସମ୍ପାଦନା](ମୃଗାରାତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମୃଗ+ଅରି=ଶତ୍ରୁ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ସିଂହ — ୧. The lion.
- ୨. ବାଘ —୨. The tiger.
- ୩. ଡାହାଳ କୁକୁର —୩. Dog; hound.
- ୪. ରକ୍ତଶିଗ୍ରୁ; ନାଲି ଶଜନା ଗଛ —୪. The red species of Moringa or horse redish tree.
- ୫. ରକ୍ତପିତ୍ତ (ବଙ୍ଗାଳୀ - ପ୍ରକୃତିବାଦ) —୫. A disease consisting of blood discharges through mouth and nostrils.