Jump to content

ମୃଗିତ

ଉଇକିଅଭିଧାନ‌ରୁ

ମୃଗିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମୃଗ୍ ଧାତୁ=ଖୋଜିବା+କର୍ମ. ତ)

[ସମ୍ପାଦନା]
୧. ଅନ୍ୱିଷ୍ଟ — ୧. Searched after.
୨. ଯାରିତ —୨. Solicited for.