ମୃଗୀ
ଦେଖଣା
ମୃଗୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ମୃଗ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ସ୍ତ୍ରୀ ମୃଗ; ମାଈ ମିରିଗ — ୧. A doe; a female deer.
[ ଉ—ମୃଗମାନେ ସେହିରୂପରେ ମୃଗୀ ସଙ୍ଗେ କୃଷ୍ଣସିଂହ ମହାଭାରତ. ବନ ]
- ୨. ସଂସ୍କୃତର ତ୍ୟ୍ରକ୍ଷର ବିଶିଷ୍ଟ ଛନ୍ଦୋବିଶେଷ —୨. Name of Sanscrit metre of three syllables.
- ୩. ଆହାରଛୋଟ; ଅପସ୍ମାର ରୋଗ —୩. Epilepsy.
- ୪. କାମଶାସ୍ତ୍ରୋକ୍ତ ଚାରି ଜାତିର ସ୍ତ୍ରୀ ମଧ୍ୟରୁ ଏକତମା; ଚିତ୍ରାଣୀ ବା ଚିତ୍ରିଣୀ ସ୍ତ୍ରୀ — ୪. One of the four classes of Women classified in the Hindu Ṡāstras.
- ୫. (ନାମ) ପୁଲିହ ଋଷିଙ୍କ ସ୍ତ୍ରୀ —୫. Name of the wife of sage Pulaha.