Jump to content

ମୃଗୁଣୀ

ଉଇକିଅଭିଧାନ‌ରୁ

ମୃଗୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃଗୀ)

[ସମ୍ପାଦନା]

ସ୍ତ୍ରୀ ମୃଗ; ହରିଣୀ —A doe.

[ ଉ—ଏହି ସମୟେ ପ୍ରବେଶ ହୋଇଲା ମୃଛାଣୀ ବିଶ୍ୱନାଥ. ବିଚିତ୍ର ରାମାୟଣ ]