ମୃଗୃଣୀ ତୁସ୍ତି
ଦେଖଣା
ମୃଗୃଣୀ ତୁସ୍ତି
ଉଚ୍ଚାରଣ
[ସମ୍ପାଦନା](ମୃଗୁଣୀ ସ୍ତୁତି—ଦେଶଜରୂପ)
ଅନୁବାଦ
[ସମ୍ପାଦନା]ମୃଗୃଣୀ ତୁସ୍ତି
|
ଗ୍ରାମ୍ୟ - ବିଶେଷ୍ୟ - (ଅଶୁଦ୍ଧ) (ସଂସ୍କୃତ - ମୃଗୀ+ସ୍ତୁତି)
[ସମ୍ପାଦନା]ବ୍ୟାଧଦ୍ୱାରା ପ୍ରପୀଡ଼ିତା ସବତ୍ସା ଗର୍ଭିଣୀ ମୃଗୀ ବିପନ୍ନା ହୋଇ ଭଗବାନଙ୍କୁ ସ୍ତୁତି କରି ବିପଦରୁ ଉଦ୍ଧାର ପାଇବା ସଂବନ୍ଧରେ ରତିତ ସ୍ତବ (ପଦ୍ମ ପୁରାଣ) —A hymn said to have been uttered by a pregnant doe accompanied with her young ones while at day.