Jump to content

ମୃଗେର୍ବ୍ୱାରୁ

ଉଇକିଅଭିଧାନ‌ରୁ

ମୃଗେର୍ବ୍ୱାରୁ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Mṛugerbbāru
  • ଆଇ.ପି.ଏ. — mˈɔ ɾˈikaɾ ɡˈɔ ˈekaɾ ɾˈɔ hˈʌlˈʌntɔ bˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ɾˈɔ hɾˈɔʃʃoˌukaɾ

ସଂସ୍କୃତ - ବିଶେଷ୍ୟ - (ମୃଗ+ଇର୍ବାରୁ)

[ସମ୍ପାଦନା]
୧. ଶ୍ୱେତ ହରିଣ — ୧. A white deer.
୨. ଶ୍ୱେତ ଇନ୍ଦ୍ରବାରୁଣୀ; ପାଞ୍ଚକୋଡ଼ମେଇ ଲତା —୨. The bitter apple; Colocynth creeper.

[ ଦ୍ର— ଏହାର ଅନ୍ୟ ସଂସ୍କୃତ ନାମ—କଟ୍ଫଳା, କପିଳାକ୍ଷୀ,

କୁମ୍ଭିନୀ, ଚିତ୍ରଫଳା, ଚିତ୍ରବଲ୍ଲୀ, ଚିତ୍ରା, ଦେବୀ, ପତ୍ୟା, ମରୁଜା, ମୃଗଚିର୍ଭିଟା, ମୃଗାକ୍ଷୀ, ମୃଗାଦନୀ, ମୃଗେକ୍ଷଣା, ଲଘୁଚିର୍ଭିଟା, ବହୁଫଳୀ, ବିଚିତ୍ରା, ଶ୍ୱେତପୁଷ୍ପା ]