ମୃଗୟା
ଦେଖଣା
ମୃଗୟା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ -(ମୃଗଧାତୁ=ଅନ୍ୱେଷଣ କରିବା+ଅଧିକରଣ. ଯ ନିପାତନ; ଯାହାଦ୍ୱାରା ମୃଗ ପ୍ରଭୃତିଙ୍କି ଅନ୍ୱେଷଣ କରା— ଯାଏ; ୩ୟା ତତ୍;କିମ୍ୱା ମୃଗ+ଯା ଧାତୁ=ଗମନ କରିବା+ଭାବ. କ୍ୱିପ୍
- ୧. ବନଭୂମିରେ ମୃଗା— ନ୍ୱେଷଣ —୧. Hunting of deer in the forest.
- ୨. ଶୀକାର —୨. Hunting; chase.
[ ଦ୍ର—ଏହା କାମଜ ବ୍ୟସନବିଶେଷ ]
ଧ୍ୱନି (ମାନକ ଓଡ଼ିଆ) (file)