Jump to content

ମୃଗୟୁ

ଉଇକିଅଭିଧାନ‌ରୁ

ମୃଗୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଗ=ହରିଣ+ଯା ଧାତୁ=ଗମନ କରିବା+ କର୍ତ୍ତୃ. ଉ]

[ସମ୍ପାଦନା]
୧. ବ୍ୟାଧ —୧. A hunter.
୨. ଶୃଗାଳ —୨. A jackal.
୩. ବ୍ରହ୍ମା —୩. The God Brahmā.