Jump to content

ମୃଗ ନେତ୍ରା

ଉଇକିଅଭିଧାନ‌ରୁ

ମୃଗ ନେତ୍ରା

ଉଚ୍ଚାରଣ

[ସମ୍ପାଦନା]

(ମୃଗନେତ୍ରୀ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୃଗ=ମୃଗଶିରା ନକ୍ଷତ୍ର ଓ ହରିଣ+ନେତ୍ର; ବହୁବ୍ରୀହି)

[ସମ୍ପାଦନା]
୧. ମୃଗଶିରା ନକ୍ଷତ୍ରଯୁକ୍ତା ରାତ୍ରି — ୧. A night in which the constellation of 'Mṛugaṡirā' is seen in the sky.
୨. ମାର୍ଗଶିର ମାସର ରାତ୍ରି —୨. The nights of the month of 'Mārgaṡirā'.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମୃଗନୟନା (ଦେଖ) - —Mṛuga nayanā (See)