Jump to content

ମୃଗ ନୟନା

ଉଇକିଅଭିଧାନ‌ରୁ

ମୃଗ ନୟନା

ଉଚ୍ଚାରଣ

[ସମ୍ପାଦନା]

ମୃଗନେତ୍ରା, ମୃଗଲୋଚନାଅନ୍ୟରୂପ

ମୃଗନୟନୀ, ମୃଗନେତ୍ରୀ, ମୃଗଲୋଚନୀଦେଶଜରୂପ

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ମୃଗ+ନୟନ+ଆ)

[ସମ୍ପାଦନା]

ଏଣିନୟନା; ମୃଗପରି ମନୋହର ନୟନବିଶିଷ୍ଟ(ସ୍ତ୍ରୀ) — A woman with eyes as graceful as those of a deer.

[ ଦ୍ର—ପୁରୁଷମାନଙ୍କ ପ୍ରତି ଏ ଶଦ୍ଦର ପୁଂଲିଙ୍ଗ ଆକାର ବିଶେଷଣରୂପେ ବ୍ୟବହୃତ ହୁଏ ନାହିଁ ]