Jump to content

ମୃଗ ରାଜ

ଉଇକିଅଭିଧାନ‌ରୁ

ମୃଗ ରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୃଗ+ରାଜନ୍ ୭ମୀ ତତ୍; ବା ମୃଗ+ରାଜ୍ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ପଶୁରାଜ; ସିଂହ — ୧. Lion; the King of the beasts.
୨. ସିଂହରାଶି — ୨. The sign of Leo of the zodiac.
୩. ଚନ୍ଦ୍ର —୩. The moon.
୪. ମୃଗଶିରା ନକ୍ଷତ୍ର — ୪. The Mṛugaṡirā constellation.