Jump to content

ମୃଜା

ଉଇକିଅଭିଧାନ‌ରୁ

ମୃଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଜ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଦେହକୁ ଧୋଇ ଓ ଘଷି ପରିଷ୍କାର କରିବା —୧. The act of cleansing the body by washing and rubbimg.
୨. ବିଶୋଧନ —୨. Purification.

[ ଦ୍ର—ମାଟିଚୂନାକୁ ଓ ଶସ୍ୟଚୂନାକୁ ଦେହରେ ଘଷି ଦେହ ପରିଷ୍କାର କରାଯାଏ ଏହି ଅର୍ଥରୁ ଓଡ଼ିଆ ମୁରୁଜ' ହୋଇଅଛି ]