Jump to content

ମୃଡ଼

ଉଇକିଅଭିଧାନ‌ରୁ

ମୃଡ଼

ଉଚ୍ଚାରଣ

[ସମ୍ପାଦନା]
(ମୃଡ଼ାନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ମୃଡ଼୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶିବ; ମହାଦେବ — ୧. The God Ṡiba.
୨. ହୋମାଗ୍ନି — ୨. Sacrificial fire.