ମୃତକ
ଦେଖଣା
ମୃତକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୃତ+କ)
[ସମ୍ପାଦନା]- ୧. ଶବ; ମୃତବେହ; ମୁର୍ଦ୍ଦାର — ୧. Dead body; carcase; corpse.
- ୨. ମୁର୍ତ୍ତିକିଆ; ମରଣାଶୌଚ —୨. Impurity Which is considered to overtake the relatives and kinsmen of a deceased for a certain period after his death (according to the Hindu scriptures)