Jump to content

ମୃତପ

ଉଇକିଅଭିଧାନ‌ରୁ

ମୃତପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃତ+ପା=ପାଳନ କରିବା+କର୍ତ୍ତୃ. ଅ; +ଆ)

[ସମ୍ପାଦନା]

 : ମୁର୍ଦ୍ଦଫରାସ; ତିଳକମାଟିଆ; ଶବବାହକ ଜାତି— ବିଶେଷ —୧. A cast of men who are professional carriers of unclaimed dead bodies.

୨. ଶବଭକ୍ଷକ —୨. Eater of dead bodies.