ମୃତାହ ଦଶକ ଦାନ
ଦେଖଣା
ମୃତାହ ଦଶକ ଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକାଦଶାହ ଦିନ ମୃତ ବ୍ୟକ୍ତିର ପ୍ରେତର ମୁକ୍ତି ଉଦ୍ଦେଶ୍ୟରେ ଦିଆଯିବା ଦଶ ଗୋଟି ଦାନ —Ten kinds of gifts made to Brahmans in the course of funeral rites of a deceased.
[ଦ୍ରଷ୍ଟବ୍ୟ —ଏହି ଦାନ ଗୋରୁ, ଭୂମି, ସୁନା, ବସ୍ତ୍ର, ଶାଳଗ୍ରାମ, ଅନ୍ନ, ଜଳପାତ୍ର, ଯବ, ବୀଞ୍ଚଣା ଓ ରାଶି ଏହି ଭେଦରେ ଦଶବିଧ ]